Jump to content

ମାଲିକ

ଉଇକିଅଭିଧାନ‌ରୁ

ମାଲିକ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ଅନୁବାଦ

[ସମ୍ପାଦନା]

ମାଲିକାଣୀ, ମାଲିକିଆଣୀସ୍ତ୍ରୀ

ବୈଦେଶିକ - ବିଶେଷ୍ୟ - ପୁ. (ଆରବୀ - ମାଲିକ)

[ସମ୍ପାଦନା]
୧. ବସ୍ତୁର ବା ସମ୍ପତ୍ତିର ସ୍ୱାମୀ ବା ସତ୍ୱାଧିକାରୀ —୧. Proprietor; owner.

(ଉ—ଏକ କାର୍ଯ୍ୟେ ଦୁଇ ତିନି ମାଲିକ ହେଲେ, ସେ କାର୍ଯ୍ୟ ନାଶ ଯାଏ ବିରୋଧ ଘଟିଲେ କୃଷ୍ଣସିଂହ ମହାଭାରତ ଶାନ୍ତି)

୨. ଅଧିକାରୀ — ୨. Possessor; holder.
୩. ଗୃହର କତ୍ତା; ପ୍ରଭୁ —୩. Lord; master.
୪. ଗ୍ରାମର ଜମିଦାର — ୪. Zamindar of a village.
୫. ରାଜା — ୫. King.
୬. ଦଳର ନେତା ବା ପ୍ରଧାନ ବ୍ୟକ୍ତି — ୬. Leader or haedman of a group.