ମାଲିକାନା
ଦେଖଣା
ମାଲିକାନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବି (ଆ)
[ସମ୍ପାଦନା]- ୧. ସ୍ୱାମୀ ବା ପ୍ରଭୃର ପ୍ରାପ୍ୟ — ୧. Dues payable to a proprietor.
- ୨. ରାଜାଙ୍କ ପ୍ରାପ୍ୟ ଶୁଳ୍କ —୨. Royalty; cess.
- ୩. ପ୍ରଜାଠାରୁ ଆଦାୟ ହେବା ଖଜଣାରୁ ଜମିଦାର ବା ମକଦମ ଶତକଡ଼ା ଯେଉଁ ଅଂଶ ନିଜର ପ୍ରାପ୍ୟ ସ୍ୱରୂପ କାଟି ରଖିବା ପରେ ଗଭର୍ଣ୍ଣମେଣ୍ଟଙ୍କୁ ରାଜସ୍ୱ ଦିଅନ୍ତି —୩. The fixed percentage of rent which is deducted and kept to himself by the zamindar after realisation and before payment to the Government.