Jump to content

ମାଲିକି

ଉଇକିଅଭିଧାନ‌ରୁ

ମାଲିକି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଆ)

[ସମ୍ପାଦନା]

ମାଲିକ ସମ୍ୱନ୍ଧୀୟ —Proprietory; relating to ownership.

ବୈଦେଶିକ - ବିଶେଷ୍ୟ - (ଆ)

[ସମ୍ପାଦନା]

ସୁନ୍ନୀ ସଂପ୍ରଦାୟ ଭୃକ୍ତ ମୁସଲମାନଙ୍କର ଚାରୋଟି ଶାଖା ମଧ୍ୟରୁ ଏକ ଶାଖା —One of the four sects of the Sunni Mahomedands.

[ଦ୍ରଷ୍ଟବ୍ୟ —ଏ ଶାଖାର ପ୍ରବର୍ତ୍ତକ ଧର୍ମଗୁରୁ 'ମାଲିକ୍ ବିନ୍ ଅଂଶ୍'ଙ୍କ ନାମରୁ ଏହି ନାମ ମାଲିକୀମାନେ ଆରବ ଓ ଉତ୍ତର ଆଫ୍ରିକାରେ ଅଛନ୍ତି ଅନ୍ୟ ତିନି ଶାଖାର ନାମ— ହନାଫି, ହନବଲୀ, ସାଫେଇ]