Jump to content

ମାଲି ମାମଲା

ଉଇକିଅଭିଧାନ‌ରୁ

ମାଲି ମାମଲା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଏକାର୍ଥକ ସହଚର; ଆରବୀ - ମୁଆମଲା)

[ସମ୍ପାଦନା]

ମକଦମା —Case; suit.

(ଉ—ମାଲି ମାମଲା ପଡ଼ିଲେ ମଙ୍ଗଳାଙ୍କର କିଛି କିଛି ଲାଭ ହୁଏ ଫକୀର— ମୋହନ ଛମାଣ ଆଠଗୁଣ୍ଠ)