Jump to content

ମାଲୁମୁ

ଉଇକିଅଭିଧାନ‌ରୁ

ମାଲୁମୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - ବିଶେଷଣ - (ଆରବୀ - ମଆଲୁମ; ମାଲୁମ)

[ସମ୍ପାଦନା]
୧. ଜ୍ଞାତ — ୧. Known.

[ଉ—ସମସ୍ତ ମାଲୁମ ମୋତେ —ଭିକାରି କଟକ ବିଜୟ]

୨. ଦୃଷ୍ଟ — ୨. Seen; visible.

ବିଶେଷ୍ୟ -

[ସମ୍ପାଦନା]

ଜ୍ଞାନ —Knowledge.