ମାଲୁର
ଦେଖଣା
ମାଲୁର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମା=ଲକ୍ଷ୍ମୀ+ଲା ଧାତୁ=ଗ୍ରହଣ କରିବା+କର୍ମ ଉର [ଉର]; (ପୁରାଣରେ କଥିତ ଅଛି ଯେ ଲକ୍ଷ୍ମୀ ଆପଣାର ସ୍ତନ କର୍ତ୍ତନ କରି ଶିବଙ୍କ ସନ୍ତୋଷାର୍ଥେ ତାହା ପ୍ରଦାନ କରିଥିଲେ)
[ସମ୍ପାଦନା]- ୧. ଶ୍ରୀଫଳ ବୃକ୍ଷ ଓ ଫଳ — ୧. The Bel tree and fruit; Egle Marmelos.
- ୨. କପିତ୍ପ ଗଛ ଓ ଫଳ —୨. The wood-apple tree and fruit; the elephnt apple; Ferona Elephantinum.