ମାଲ୍
ଦେଖଣା
ମାଲ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ମାଲ୍)
[ସମ୍ପାଦନା]- ୧. ପଣ୍ୟଦ୍ରବ୍ୟ —୧. Commodity; goods.
- ୨. ଦ୍ରବ୍ୟ —୨. Thing; article.
- ୩. ସମ୍ପତ୍ତି; ଧନ —୩. Riches; wealth; property.
- ୪. ନଗଦ ଧନ —୪. Hard cash.
- ୫. ଉପାଦାନ —୫. Ingredient.
- ୬. ମାଦକଦ୍ରବ୍ୟ —୬. Exciseable article.
- ୭. ଗଭର୍ଣ୍ଣ— ମେଣ୍ଟଙ୍କୁ ରାଜସ୍ୱ ହେବା; ଭୂମି; ମାହାଲ —୭. Revenue-paying estate, Mahal.
- ୮. ଜମିର ଖଜଣା; ଗଭର୍ଣ୍ଣମେଣ୍ଟଙ୍କୁ ଦେୟ ରାଜସ୍ୱ —୮. Revenue payable to Government; land revenue.
- ୯. (ଆରବୀ - ମଲ୍)—ମଦ୍ୟ; ସରାପ —୯. Wine.
- ୧. ଉପକରଣ —୧୦. Materials.
- ୧୧. ଚଳନ୍ତି ସମ୍ପତ୍ତି — ୧୧. Moveable property.
- ୧୨. ଇନ୍ଦ୍ରିୟଦ୍ୱାରା ଉପଭୋଗ୍ୟ ବସ୍ତୁ —୧୨. A thing worth enjoying with the senses.
- ୧୩. (ଇତର; କାମୋ ପଭୋଗୋଦ୍ଦେଶ୍ୟସୂଚକ) ସୁଖୋପଭୋଗ୍ୟା ଯୁବତୀସ୍ତ୍ରୀ — ୧୩. A sensually enjoyable young lady.
[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ଇନ୍ଦ୍ରିୟଦ୍ୱାରା ସୁଖୋପଭୋଗ୍ୟ ବସ୍ତୁ ପ୍ରତି 'ମାଇ' ଶବ୍ଦ ବ୍ୟବହୃତ ହୁଏ ଯଥା—ସୁଖାଦି, ସୁଖୋ— ପଭୋଗ୍ୟ ଆସନ, ସୁଖଭୋଗ୍ୟ ବା ରତିକଉଶଳା ଯୁବତୀ]
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଧାନ ଫସଲ ହେବା ଉପଯୋଗୀ ପର୍ବତ ପାର୍ଶ୍ୱରେ କିଆରି କରା ଯାଇଥିବା ଉଚ୍ଚ ଭୂମି — A plot of land on the slope of a hill which has been ploughed and levelled and made fit for cultivation.