Jump to content

ମାଲ୍ଖାନା

ଉଇକିଅଭିଧାନ‌ରୁ

ମାଲ୍ଖାନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)

[ସମ୍ପାଦନା]
୧. ଧନାଗାର —୧. Treasury; treasury room.

[ଉ—ଧନେ ପୂରାଇବା ଲାଗି ମାଲଖାନା ରାଧାନାଥ. ଦରବାର]

୨. ଭଣ୍ଡାର ଘର —୨. Storehouse.
୩. ଜବତି ବା ସରକାର ମାଲ ରଖାଯିବାର ଘର —୩. Mālkhānā a room where attached or government properties are kept.