Jump to content

ମାଲ୍ଲିକ

ଉଇକିଅଭିଧାନ‌ରୁ

ମାଲ୍ଲିକ

ଉଚ୍ଚାରଣ

[ସମ୍ପାଦନା]
(ମଲ୍ଲୀକା—ସ୍ତ୍ରୀ) 

ସଂସ୍କୃତ - ବି—(ମଲ୍ଲି+ସ୍ୱାର୍ଥେ କ)

[ସମ୍ପାଦନା]
୧. ଧୂସର ବା କୃଷ୍ଣ ଚରଣ ଓ ଚଞ୍ଚୁ ଯୁକ୍ତ ହଂସ ବିଶେଷ —୧. A grey swan with brown or black legs and bill.
୨. ମାଘ ମାସ (ହିନ୍ଦୀ - ଶ) ୨. The month of Māghagha.

ବୈଦେଶିକ - ବି—(ଫାରାସୀ - ମହଲ୍ଲିକ=ବୃଦ୍ଧ; ଜ୍ଞାନବ଼ୃଦ୍, ଫା ମଲ୍ଲିକ= ବାଦସାହା; ସଂସ୍କୃତ - ମଳିକ= ରାଜା)

[ସମ୍ପାଦନା]
୧. ମୁସଲମାନ୍ ବାଦସାହା ପ୍ରଦତ୍ତ ସମ୍ମାନସୂଚକ ଉପାଧି ବିଶେଷ —୧. A title bestowed by Mahomedan emperors.
୨. ବଙ୍ଗଦେଶରେ ବଂଶୋପାଧି ବିଶେଷ —୨. A family title in Beagal.
୩. ଶାସନ ଓ ସମାଜ ବିଷୟ ବୁଝିବା ପାଇଁ ଭିନ୍ନ ଭିନ୍ନ ଗ୍ରାମରୁ ବା ସମାଜରୁ ରାଜାଙ୍କଦ୍ୱାରା ନିର୍ବାଚିତ ପଞ୍ଚାୟତ ସଭାର ମେମ୍ୱର୍; ଜାତି ବେହେରା —୩. The member or the headman of a society or of a village.