Jump to content

ମାଲ୍ୟ

ଉଇକିଅଭିଧାନ‌ରୁ

ମାଲ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମାଳା+ଭାବାର୍ଥେ ଯ)

[ସମ୍ପାଦନା]
୧. ମାଳା —୧. Garland.
୨. ପୁଷ୍ପ; ଫୁଲ —୨. Flower.
୩. ଶିରୋମାଳା —୩. A chaplet for the head.

ସଂସ୍କୃତ - ବିଶେଷଣ - (ମାଳା+ସମ୍ୱନ୍ଧାର୍ଥେ ଯ)

[ସମ୍ପାଦନା]

ମାଳା ଗୁନ୍ଥା ହେବାର ଉପଯୁକ୍ତ —Fit for being made or strung into a garland.