Jump to content

ମାଲ୍ୟବନ୍ତ

ଉଇକିଅଭିଧାନ‌ରୁ

ମାଲ୍ୟବନ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାଲ୍ୟବାନ୍)

[ସମ୍ପାଦନା]
୧. ମାଲ୍ୟବାନ୍ ପର୍ବତ — ୧. The Mālyabān range of mountaions.

[ଉ—ଗିରି—ମାଲ୍ୟବନ୍ତ ଗିରି— ମଧ୍ୟ ମଣି ରାଧାନାଥ ମହାଯାତ୍ରା]

୨. ରାକ୍ଷସ ବିଶେଷ —୨. Name of demon.

[ଦ୍ରଷ୍ଟବ୍ୟ — ଏହାର ଭାଇ ନାମ ସୁମାଳୀ; ସୁମାଳୀର ରାବଣ ଦୌହିତ୍ର]

[ଉ—ବିଦ୍ୟୁତ କେଶ ବଂଶରେ ଜାତ, ସୁମାଳୀ ମାଳୀ ଯେ ମାଲ୍ୟବନ୍ତ, ସ୍ୱର୍ଗ ଲୁଣ୍ଠନେ ଅହି ଅହିତ ଧିଆନ କରି ଯେ ଭଞ୍ଜ ବୈଦେହୀଶବିଳାସ]

ଦେଶଜ - ବିଶେଷଣ -

[ସମ୍ପାଦନା]

ମାଳାଭୂଷିତ —Garlanded.

[ଉ—ବ୍ୟବସ୍ଥିତେ ଦେଖ ମାଲ୍ୟବନ୍ତ ବବେଶି ମାଲ୍ୟବନ୍ତ ରାମ କଥିତ ଭଞ୍ଜ ବୈଦେହୀଶବିଳାସ]