Jump to content

ମାଲ୍ୟବାନ

ଉଇକିଅଭିଧାନ‌ରୁ

ମାଲ୍ୟବାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମାଲ୍ୟ+ଅସ୍ତ୍ୟର୍ଥେ ବତ୍; ୧ମା୧ବ)

[ସମ୍ପାଦନା]
୧. ପର୍ବତ ବିଶେଷ —୧. Name of a mountain range of South India

[ଦ୍ରଷ୍ଟବ୍ୟ —ପୁରାଣ— ମତରେ ଏହା କେତୁମାଳ ଓ ଇଳାବୃତ ବର୍ଷର ସୀମାପର୍ବତ ଓ ଏହା ବିସ୍ତାର ନୀଳ ପର୍ବତଠାରୁ ନିଷଧ ପର୍ବତପର୍ଯ୍ୟନ୍ତ (ହିନ୍ଦୀ - ଶ) ବନବାସ ସମୟରେ ରାମଚନ୍ଦ୍ର କିଛିକାଳ ଏହି ପର୍ବତରେ ବାସ କରିଥିଲେ]

୨. ରାକ୍ଷସ ବିଶେଷ —୨. Name of a demon who was the maternal granduncle of Rābaṇa.

[ଦ୍ରଷ୍ଟବ୍ୟ —ଏ ସୁକେଶ ରାକ୍ଷସର ପୁତ୍ର;ଗନ୍ଧର୍ବକନ୍ୟା ଦେବବତୀଙ୍କ ଗର୍ଭରୁ ଜାତ ଏହାଙ୍କର ଭାଇ ସୁମାଳୀର କନ୍ୟ ନିକଷା ବା ନୈକଶୀ ରାବଣର ମାତା ଥିଲେ ଏ ରାବଣର ମନ୍ତ୍ରିତ୍ୱ କରୁଥିଲେ ଓ ରାମାୟଣ ଯୁଦ୍ଧରେ ହତ ହୋଇଥିଲେ]