Jump to content

ମାଲ୍ୟ ବିନିମୟ

ଉଇକିଅଭିଧାନ‌ରୁ

ମାଲ୍ୟ ବିନିମୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍ ମାଲ୍ୟ=ବିନିମୟ)

[ସମ୍ପାଦନା]

ବିବାହ ସମୟରେ ବର କନ୍ୟାଙ୍କ ମଧ୍ୟରେ ମାଳାର ବଦଳା ବଦଳି —The mutual exchange of garlands during maarriage between the bridegroom and the bride.