ମାଲ ଉଡ଼ାଇବା
ଦେଖଣା
ମାଲ ଉଡ଼ାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଲ ଉଡ଼ାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଧନ ଅପବ୍ୟୟ କରିବା — ୧. To squander away money.
- ୨. ସୁସ୍ୱାଦୁ ଓ ମୂଲ୍ୟବାନ୍ ଖାଦ୍ୟ ବହୁ— ପରିମାଣରେ ଖାଇବା —୨. To partake profusely of sweet and valuable food.
- ୩. ବହୁ ପରି— ମିତ ମଦ୍ୟାଦି ବା ମାଦକ ଦ୍ରବ୍ୟ ସେଚନ କରିବା — ୩. To partake profusely of intoxicating drugs.