Jump to content

ମାଲ କାଛ(ଚ୍ଛ)

ଉଇକିଅଭିଧାନ‌ରୁ

ମାଲ କାଛ(ଚ୍ଛ)

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପାଇକଛା; ମଲ୍ଲମାନେ ପନ୍ଧିଥିବା ଲୁଗାର ଆଗ ପାଖ କାନିକୁ ପଛ ପାଖେ ନେଇ ଖୋସି— ବା —A mode of tucking the hanging front end of the loincloth back down the privities towards the back, as is done by athletes.

[ଉ— ସ୍ତବକ ପୁଷ୍ପଶିଖି ପୁଚ୍ଛ, ରଙ୍ଗ ମୃତ୍ତିକା ମାଲକାଛ ଜଗନ୍ନାଥ ଭାଗବତ]