ମାଲ ଖୁଣ୍ଟ
ମଲ୍ଲମାନଙ୍କ ବାହୁଯୁଦ୍ଧ ଶିକ୍ଷା କରିବା ପାଇଁ କ୍ରୀଡ଼ାଗୃହରେ ପୋତା ହୋଇଥିବା କାଠର ଖୁଣ୍ଟ —A pillar on which wrestlers exercise their arms.