Jump to content

ମାଲ ଗୁଦାମ

ଉଇକିଅଭିଧାନ‌ରୁ

ମାଲ ଗୁଦାମ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -(ଫାରାସୀ - ମାଲ+ଗୋଦାମ)

[ସମ୍ପାଦନା]
୧. ଯେଉଁ ପ୍ରକୋଷ୍ଠରେ ରେଳରେ ପଣ୍ୟ— ଦ୍ରବ୍ୟମାନ ସଞ୍ଚିତ ହୁଏ —୧. Railway goods shed.
୨. ବେପାରୀମାନଙ୍କ ପଣ୍ୟଦ୍ରବ୍ୟର ସଂଚୟଶାଳା —୨. A warehouse.