ମାଲ ଚାଲଣି
ଦେଖଣା
ମାଲ ଚାଲଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଲ ଚାଲଣି
|
ବୈଦେଶିକ - ବି—(ଫାରାସୀ - )
[ସମ୍ପାଦନା]- ୧. ପୁଲିସ୍ଦ୍ୱାରା ଧୂତ ବସ୍ତୁକୁ କୋର୍ଟକୁ ପ୍ରେରଣ —The sending up of seized
articles by the police to the court.
- ୨. ଦ୍ରବ୍ୟ ପ୍ରେରଣ —୨. Despatch or sending up of articles.
- ୩. ପ୍ରେରିତ ଦ୍ରବ୍ୟର ତାଲିକା, ଯାହାକି ପ୍ରେରକ ପ୍ରେରିତ ଦ୍ରବ୍ୟ ସଙ୍ଗେ ପଠାଏ — ୩. Invoice of goods despatched; bill of of lading.