ମାଲ ଜାମିନ
ଦେଖଣା
ମାଲ ଜାମିନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଖାତିର ଜାମିନ୍—ବିପରୀତ)
ବୈଦେଶିକ - ବିଶେଷ୍ୟ - (ଫା)—(କଚିରିଆ)
[ସମ୍ପାଦନା]- ୧. ପର ନିମନ୍ତେ ଧନ ଦାଖଲ କରି ହେବା ଜାମିନ୍ ବା ପ୍ରତି— ଭୃତ୍ୟ —୧. Standing security for another by depositing cash.
- ୨. ସଂପତ୍ତି ରକ୍ଷା ପାଇଁ ଜିମାଦାରଙ୍କକଦ୍ୱାରା ଦିଆଯିବା ଜାମିନ୍ — ୨. Security given for the safe custody of a property.