ମାଲ ପଥର
ଦେଖଣା
ମାଲ ପଥର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଲ୍ଲ+ପ୍ରସ୍ତର, ତୁଳ. ଫାରାସୀ - ମାଲ୍)
[ସମ୍ପାଦନା]ମଲ୍ଲମାନଙ୍କର ଭାରି ବସ୍ତୁ ଉଠାଇବାର ଶକ୍ତି ପରୀକ୍ଷା କରିବା ପାଇଁ ବ୍ୟବହୃତ କେନ୍ଦ୍ରରେ ଛିଦ୍ର ବା ବେଣ୍ଟଥିବା ବଡ଼ ଗୋଲ ଓ ଖୁବ୍ ଭାରି ପଥର —A big circular very heavy stone with a hole or handle in the middle which is used for thsting heavy-weight lifting capacity of athletes.