Jump to content

ମାଲ ମତ୍ତା

ଉଇକିଅଭିଧାନ‌ରୁ

ମାଲ ମତ୍ତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଆରବୀ - ମାଲ+ସଂସ୍କୃତ - ମାତ୍ରା=ଧନ)

[ସମ୍ପାଦନା]
୧. ଚଳନ୍ତି ସଂପତ୍ତି ଓ ଟଙ୍କା କଉଡ଼ି — ୧. Moveable properties and cash.
୨. ମୂଲ୍ୟ ବାନ୍ ଦ୍ରବ୍ୟ —୨. Precious things or articles.

(ଉ—ଜମାଦାର ଘରେ ପଶି ମାଲମତା ଗୁଡାକ ବହି ଆଣି ଦାଣ୍ଡରେ ଜମା କରୁଅଛନ୍ତି ଫକୀରମୋହନ ଛମାଣ ଆଠଗୁଣ୍ଠ)