Jump to content

ମାଳକୌଶ

ଉଇକିଅଭିଧାନ‌ରୁ

ମାଳକୌଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସଙ୍ଗୀତର ରାଗବିଶେଷ; କୌଶିକ ରାଗ —Name of a Hindu musical air.

[ହନୁମାନ୍ ଏହାକୁ ପ୍ରଧାନ ୬ ରାଗର ଅନ୍ତର୍ଗତ ଥିବାର କହି ଅଛନ୍ତି ଏହା ସମ୍ପୂର୍ଣ୍ଣଜାତିର ରାଗ ଏହା ଗାନ କରିବାର ଋତୁ ଶରତ୍, ମତାନ୍ତରରେ ଶିଶିର, ମତାନ୍ତରରେ ବସନ୍ତି; ଓ ଗାନ ସମୟ ରାତ୍ରିର ଶେଷ ପ୍ରହର; କେହି କେହି ଏହାକୁ ସଙ୍କର ରାଗ ଥିବାର କହନ୍ତି (ହିନ୍ଦୀ - ଶ)]