ମାଳତି ଭେଦ
ଦେଖଣା
ମାଳତି ଭେଦ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସର୍ପଦଷ୍ଟ ବା କ୍ଷତ ଓ ରକ୍ତାକ୍ତ ବ୍ୟକ୍ତିକୁ କେହି ସ୍ତ୍ରୀଲୋକ ଛୁଇଁଲେ, ତାହା ତାକୁ ଘୋଟିକ ବା ବିଷମ ମାରାତ୍ମକ ଅବସ୍ଥା —The serious condition of a snake-bitten person or a person with bleeding wounds of he is touched by a female.
[ଦ୍ରଷ୍ଟବ୍ୟ —ଲୋକ ବିଶ୍ୱାସ ଏହିକି, ମାଳତିଭେଦ ହେବ ବ୍ୟକ୍ତି କ୍ୱଚିତ୍ ବଞ୍ଚନ୍ତି]