Jump to content

ମାଳବ

ଉଇକିଅଭିଧାନ‌ରୁ

ମାଳବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମାଳ+ବା. ଧାତୁ ଗମନ କରିବା+କର୍ତ୍ତୃ. ଅ; କିମ୍ୱା ମରୁ+ଅ ମାରବ ବା ମାଳବ, ମୁରୁମେୟ ପ୍ରଦେଶ)

[ସମ୍ପାଦନା]
୧. ମଧ୍ୟଭାରତର ଉତ୍ତରାଞ୍ଚଳସ୍ଥ ମରୁମୟ ପ୍ରଦେଶ — ୧. The Country of Mālwa in the north of Central India.

[ଉ—ଆସୁଛନ୍ତି ମାଲବେଶ ମାଳବନିବାସ ରାଧାନାଥ. ମହାଯାତ୍ରା]

[ଦ୍ରଷ୍ଟବ୍ୟ —ଅବନ୍ତୀ ବା ଉଜ୍ଜନିୟ ଏଥିର ପ୍ରାଚୀନ ପ୍ରଧାନ ନଗରୀ ଇନ୍ଦୋର, ଭୂଗୋଳ, ଧାର, ରତଲାମ ଆଦି ରାଜ୍ୟ ଏଥିର ଅନ୍ତର୍ଗତ—ହିନ୍ଦୀ - ଶ]

୨. ସଙ୍ଗୀତର ରାଗ ବିଶେଷ —୨. Name of musical air.

[ଦ୍ରଷ୍ଟବ୍ୟ —ଏହାର ଅନ୍ୟ ନାମ ଭୈରବ ରାଗ ଏହା ରାତ୍ରି ୧୬: ଠାରୁ ୨ ଦଣ୍ଡ ମଧ୍ୟରେ ଗେୟ—ହିନ୍ଦୀ - ଶ]