Jump to content

ମାଳବିକା

ଉଇକିଅଭିଧାନ‌ରୁ

ମାଳବିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନାମ)

[ସମ୍ପାଦନା]
୧. କାଳିଦାସଙ୍କର 'ମାଳବିକାଗ୍ନିମିତ୍ର' ନାମକ ନାଟକର ନାୟିକା —୧. The heroine in the drama of Kalidasa, named Māḻabikāgnimitra.
୨. ତ୍ରିବୃତ୍; ବିହୁଡ଼ି (ଔଷଧିବିଶେଷ) — ୨. A creeper with laxative roots; Operculina Turpethum; Ipomoea Turpethum.