Jump to content

ମାଳବ ଗୌଡ଼ା

ଉଇକିଅଭିଧାନ‌ରୁ

ମାଳବ ଗୌଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ମାଳବ+ଗୌଡ଼)

[ସମ୍ପାଦନା]

ମିଶ୍ରରାଗିଣୀ ବିଶେଷ —Name of a mixed musical air which sung in the evening.

[ଦ୍ରଷ୍ଟବ୍ୟ —ଏହା ଷାଡ଼ବ ଜାତିର ଶଙ୍କର ରାଗ; ଏଥିରେ ପଞ୍ଚମସୁର (ପ) ଲାଗେ ନାହିଁ; ଏଥିରେ ସୁର— ଗ୍ରାମ ମଧନିସରିଗମ ବୀରରସରେ ଏଥିରେ ଉପଯୋଗ କରାଯାଏ; ଏହା ଗାଇବା ସମୟ ସାୟଂକାଳ—ହିନ୍ଦୀ - ଶ]