ମାଳଶ୍ରୀ
ରାଗିଣୀବିଶେଷ; ଶ୍ରୀରାଗର ପତ୍ନୀ; (ଏହା ଗାଇବାର ସମୟ ଦିବା ୪ର୍ଥ ପ୍ରହର) — Name of a secondary tune in Hindu music.