Jump to content

ମାଳଶ୍ରୀ କରିବା

ଉଇକିଅଭିଧାନ‌ରୁ

ମାଳଶ୍ରୀ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ମାଳଶ୍ରୀ ମେଲା(ଲେ)ଇବା, ମାଳଶ୍ରୀ ଲଗା(ଗେ)ଇବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି କଥାକୁ ଉପର୍ଯ୍ୟୁପରି କହିବା ବା ଘୋଷି ହେବା —To recite a matter repeatedly.

[ଦ୍ରଷ୍ଟବ୍ୟ —ଜଣେ ବ୍ୟକ୍ତି କୌଣସି ବିଷୟକୁ ବାରଂବାର ପାଟି କରି କହିଲେ ବା ଲୋକ ଅମୁକ ବିଷୟକୁ ମାଳଶ୍ରୀ କରିଛି ବା ହରିଗୁଣ ପୋଥି କରିଛି]