ମାଳହାଣ୍ଡି
ଦେଖଣା
ମାଳହାଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମୃତାହର ଦଶଦିନ ରାତିରେ ବିସର୍ଜନ କରାଯିବା ପାଗ ହାଣ୍ଡି —୧. The cooking earthen pots which are thrown away on the tenth night of one's death.
- ୨. ଦଶ— ତୁଠରେ ଦଗ୍ଧ ହାଣ୍ଡି —୨. The burning earthen pot set ablaze on the tenth day at the bething ghat.
- ୩. (ସଂସ୍କୃତ - ମାଳବ) ରାଗବିଶେଷ — ୩. A kind of tune.