Jump to content

ମାଳାକୌପୁନି

ଉଇକିଅଭିଧାନ‌ରୁ

ମାଳାକୌପୁନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାଳ, କୌପୀନ; ସହଚର)

[ସମ୍ପାଦନା]

ବାବାଜିମାନଙ୍କ ଭେକର ଦୁଇଟି ପ୍ରଧାନ ଉପକରଣ; କଣ୍ଠର ମାଳା ଓ କଟିଦେଶ ନିମ୍ନରେ ପରିହିତ କୌପୀନ —Necklace of beads and a strip of rag worn by anchorites.