Jump to content

ମାଳା କାର

ଉଇକିଅଭିଧାନ‌ରୁ

ମାଳା କାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମାଳା+କୃ ଧାତୁ=କରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯେ ମାଳା ଗୁନ୍ଥେ —୧. One who prepares garlands.
୨. କାଠର ମାଳା ପ୍ରସ୍ତୁତକାରୀ ଜାତିବିଶେଷ —୨. A caste manufacturing beads.
୩. ମାଳୀ; ଫୁଲଫଳରେ ଉଦ୍ୟାନରକ୍ଷକ; ଉଦ୍ୟାନପାଳ —୩. A gardener.
୪. ଯେ ଫୁଲର ମାଳ ବିକି ପେଟ ପୋଷେ —୪. One who maintains himself by selling garlands of flowers; a florist.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ମାଳା ଗ୍ରଥନକାରୀ —Preparing strings of garlands.