ମାଳା ତିଳକ
ଦେଖଣା
ମାଳା ତିଳକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମାଳା+ତିଳକ)
[ସମ୍ପାଦନା]ବାବାଜିମାନେ ସାମ୍ପ୍ରଦାୟିକ ବିଶେଷତ୍ୱରୂପେ ଧାରଣ କରିଥିବା ମାଳା ଓ ଚିତା —Distinctive beads and painting of anchorites.
[ଦ୍ରଷ୍ଟବ୍ୟ —ଶୈବ, ଶାକ୍ତ, ବୈଷ୍ଣବ, ଗାଣପତ୍ୟ ଆଦି ସଂପ୍ରଦାୟମାନଙ୍କରେ ମାଳା ଓ ଚିତା ଭିନ୍ନ ଭିନ୍ନ ଥିବାରୁ, ମାଳା ଓ ତିଳକ ଦେଖି କେଉଁ ବାବାଜି କେଉଁ ସଂପ୍ରଦାୟଭୁକ୍ତ ଏହା ଜଣାପଡ଼େ