Jump to content

ମାଳିଆ

ଉଇକିଅଭିଧାନ‌ରୁ

ମାଳିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ମାଳେଈ, ମାଳୋଈସ୍ତ୍ରୀ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - (ସାଧାରଣତଃ ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ)

[ସମ୍ପାଦନା]
୧. ମାଳା ବ୍ୟବହାରକାରୀ ବା ପରିଧାନ କରି— ଥିବା ବ୍ୟକ୍ତି —୧. Wearing beadas.

[ଉ— ବଲ୍ଲବେନ୍ଦ୍ର ଚନ୍ଦନକୁ ପଲ୍ଲବମାଳିଆକୁ କବିସୂର୍ଯ୍ୟ ସଙ୍ଗୀତ

୨. ମାଳର ବା ଅଞ୍ଚଳରେ ବାସ କରୁଥିବା ବ୍ୟକ୍ତି —୨. Living in a particular country.

(ଯଥା—ଗଡ଼ମାଳିଆ; ତଳମାଳିଆ)

୩. ଜଙ୍ଗଲର ଅଧିବାସୀ —୩. Inhabiting a wild country;