Jump to content

ମାଳିଆଳି

ଉଇକିଅଭିଧାନ‌ରୁ

ମାଳିଆଳି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମାଳିମାନେ; ଦେବ ସେବକଗଣ — The Sebakas of a Deity.

(ଉ—ମାଳିଆଳି ଦକ୍ଷିଣା ବର୍ତ୍ତକ ଚିନା ଲମ୍ୱୁ, ନ ଘେନନ୍ତି ଦେବାକୁ ହର ଚରଣେ ଅମ୍ୱୁ ଯେ ଭଞ୍ଜ. ଲାବଣ୍ୟବତୀ]