ମାଳିକ
ଦେଖଣା
ମାଳିକ
ଉଚ୍ଚାରଣ
[ସମ୍ପାଦନା](ମାଳିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମାଳା+ସମ୍ୱନ୍ଧାର୍ଥଏ ଇକ)
[ସମ୍ପାଦନା]- ୧. ମାଳା ସମ୍ୱନ୍ଧୀୟ —୧. Relating to garland.
- ୨. ମାଲ୍ୟ ନିର୍ମାଣକାରୀ —୨. Prepating beads or garlands.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମାଳାକାର; ମାଳି —Florist; gardener.
- ୨. ଚିତ୍ରକର —୨. A painter.
- ୩. ପକ୍ଷିବିଶେଷ —୩. Name of a bird.
- ୪. ରଜକ; ଧୋବା —୪. Washerman.