ମାଳୀ
ଦେଖଣା
ମାଳୀ
ଉଚ୍ଚାରଣ
[ସମ୍ପାଦନା](ମାଳିନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମାଳା+ଅସ୍ତ୍ୟର୍ଥେ ଇନ୍; ମାଳିନ୍,୧ମା ୧ବ)
[ସମ୍ପାଦନା]- ୧. ମାଳାକାର —୧. Florist; bead-maker.
- ୨. ରାକ୍ଷସ ବିଶେଷ —୨. Name of demon.
[ଦ୍ରଷ୍ଟବ୍ୟ —ଏ ସୁକେଶ ରାକ୍ଷସର ପୁତ୍ର ଓ ମାଲ୍ୟବାନଙ୍କର ଓ ସୁମାଳୀଙ୍କର ଭାଇ ଥିଲେ]
- ୩. ଉଦ୍ୟାନପାଳିକ — ୩. Gardener.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ମାଳାଧାରୀ — Wearinmg a garland.
[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ଯାହାର ମାଳା ଅଛି ବା ମାଳା ଧାରଣ କାରୀ ଅର୍ଥରେ ବ୍ୟବହୃତ ହୁଏ]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାଳ)
[ସମ୍ପାଦନା]ରତ୍ମମାଳା —Necklace.
(ଉ—ବକ୍ତ୍ରମାଳୀ ବକ୍ତ୍ରମାଳୀ ଅସ୍ତ୍ରଶସ୍ତ୍ର ବସ୍ତ୍ର ଅଳଙ୍କାର ଦେଇ ଭଞ୍ଜ ବୈଦେହୀଶବିଳାସ)