Jump to content

ମାଳୋପମା

ଉଇକିଅଭିଧାନ‌ରୁ

ମାଳୋପମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମାଳା+ଉପମା)

[ସମ୍ପାଦନା]

କାବ୍ୟାଳଙ୍କାରବିଶେଷ; ଯେଉଁଠାରେ ଏକ ଉପମେୟର ବହୁ ଉପମାନ ଦେଖାଯାଏ —A simile in which the things compaared with the objects of comparson are more than one.

(ଦ୍ର—ମାଳୋପମା ଅଳ— ଙ୍କାରର ଉଦାହରଣ ଯଥା— ମିଶିଯାଏ ଯଥା ପ୍ରଭାତୀ ତାରା ରବିକିରଣେ, ମିଶିଯାଏ ଯଥା ଜୀବାତ୍ମା ପରମାତ୍ମା ଚରଣେ ମିଶିଯାଏ ଯଥା ଚପଳା ନୀଳଜଳଦ ଅଙ୍ଗେ ମିଶିଗଲା ତଥା ଅବଳା ସେହି ନୀଳତରଙ୍ଗେ— ରାଧାନାଥ ଚନ୍ଦ୍ରଭାଗା)