Jump to content

ମାଳୟ

ଉଇକିଅଭିଧାନ‌ରୁ

ମାଳୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମଳୟ+ଅ)

[ସମ୍ପାଦନା]

ମଳୟସମ୍ୱନ୍ଧୀୟ —Relating to Maḻaya.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଚନ୍ଦନ ବୃକ୍ଷ —The Sandal tree.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାଳୟ, ଦ୍ରା ମାଳ=ଜଙ୍ଗଲ; ଏହି ପ୍ରଦେଶ ଜଙ୍ଗଲମେୟ ଥିବାରୁ ଏହି ନାମ)

[ସମ୍ପାଦନା]

ବଙ୍ଗୋପସାଗରର ପୂର୍ବଉପକୂଳସ୍ଥ ଉପଦ୍ୱୀପ — Mālay; a peninsula on the Bay of Bengal towards the east of India.

[ଦ୍ରଷ୍ଟବ୍ୟ — ଏହି ଉପଦ୍ୱୀପର ପୂର୍ବରେ ଚିନ୍ ସାଗର, ପଶ୍ଚିମରେ ବଙ୍ଗୋପ— ସାଗର ଓ ସୁମାତ୍ରା ଦ୍ୱୀପ, ଦକ୍ଷସୁମାତ୍ରା ଆଦି ପୂର୍ବଭାରତୀୟ ଦ୍ୱୀପପୁଞ୍ଜ; ଉତ୍ତରରେ ଶାମ ଓ ବ୍ରାହ୍ମଦେଶ ଏହାର ପ୍ରଧାନ ନଗର ପେନାଙ୍ଗ୍ ସିଂଘାପୁର]