ମାଳ ଝୁଲା
ଜପିବା ମାଳି ଓ ଜପିବା ମାଳି ରଖାଯିବା କନାର ମୁଣି —String of beads and the bag of cloth which contains it.
[ଉ—ବୈଷ୍ଣବମାନେ ମାଳ ଝୁଲି ଧରି ହରି ନାମ ଭଜିଲା ପରି ଆଖି ବୁଜି ପାକୁନ କରୁଅଛନ୍ତି ଫକୀରମୋହନ ଛମାଣ ଆଠଗୁଣ୍ଠ]