Jump to content

ମାଳ ବେହୀ

ଉଇକିଅଭିଧାନ‌ରୁ

ମାଳ ବେହୀ

ଉଚ୍ଚାରଣ

[ସମ୍ପାଦନା]

(ମାଳବେଈ[ହୀ]—ଅନ୍ୟରୂପ)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ରାଜାମାନଙ୍କ ରକ୍ଷିତା ସ୍ତ୍ରୀ ବିଶେଷ —A class of concubines of Rajas.

[ଦ୍ରଷ୍ଟବ୍ୟ —ରାଜା ଏହାଙ୍କୁ ଗୋଟିଏ ମାଳା ଦେଇ ରକ୍ଷିତା ସ୍ତ୍ରୀ ରୂପେ ବରଣ କରନ୍ତି]