ମାଳ ଭୂମି
ଯେଉଁ ବିଶାଳ ଭୂଭାଗ ସାଧାରଣ ଭୁଭାଗ ଅପେକ୍ଷା ବେଶି ଉନ୍ନତ —Plateau; table-land.
[ଦ୍ରଷ୍ଟବ୍ୟ —ହିମାଳୟରେ ଉତ୍ତରସ୍ଥ ତିବ୍ୱତ ଦେଶ ଓ ମଧ୍ୟଭାରତ ଗୋଟିଏ ଲେଖାଏଁ ପ୍ରକାଣ୍ଡ ମାଳଭୂମି]