ମାଳ ମାଳ
ଦେଖଣା
ମାଳ ମାଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମାଳ ମାଳ
|
(ମାଳେ ମାଳେ—ଅନ୍ୟରୂପ)
ଦେଶଜ - ବିଶେଷଣ -
[ସମ୍ପାଦନା]ଅସଂଖ୍ୟ —Numerous.
(ଉ—ବ୍ରହ୍ମାଣ୍ଡ ମାଳ ମାଳ ହୋଇ, ତୋ ଲୋମକୂପେ ବିରାଜଇ ଜଗନ୍ନାଥ, ଭାଗବତ)
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ବହୁ ସଂଖ୍ୟାରେ —୧. In herbs.
- ୨. ପଞ୍ଝା ପଞ୍ଝା ହୋଇ —୨. In groups or packs.
(ଉ—ମାଳେ ମାଳେ ଉଭା ହୋଇ ବିଶାଳ ପ୍ରାନ୍ତରେ ରାଧାନାଥ. ମହାଯାତ୍ରା)