ମାଳ ଯମକ
ଦେଖଣା
ମାଳ ଯମକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶବ୍ଦାଳଙ୍କର ବିଶେଷ (ଏହି ଅଳଙ୍କାରରେ ପ୍ରତ୍ୟେକ ପଦରେ ଏକ ଶବ୍ଦର ବହୁବାର ସମାବେଶ ହୋଇଥାଏ) —A figure of rhetoric in which one word appears many times in the same line of the poetry.
(ଉ—କୁରୁସଭା ଚିତ୍ର ଚିତ୍ର ଚିତ୍ର କଲେ ତୋଷେ ପାଞ୍ଚାଳୀ କାତର ତର ଦୁଃଶା ରୋଷେ କୃଷ୍ଣା ଉପବାସ ବାସ ବାସେ କାଢ଼ଇ ପଞ୍ଚ ସହୋଦର ଦର ଦର କଣ୍ଠୀ ଚାହିଁ ଟେକିଛି ପୁଷ୍କର କର କରଭୋରୁ ତ୍ରାସେ, ଦେଉଛନ୍ତି ବ୍ରହ୍ମରାଶି ରାଶି ବାସେ ଗୋଲକ ଇନ୍ଦୁ ରେଖା