Jump to content

ମାଶୁଲ୍

ଉଇକିଅଭିଧାନ‌ରୁ

ମାଶୁଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି—(ଆରବୀ - ମହ୍ଶୂଲ୍)

[ସମ୍ପାଦନା]

ମାହାଶୂଲ୍; ଶୁଳ୍କ; ଟିକସ; କର —Tax; cess; duty; customs.

[ଦ୍ରଷ୍ଟବ୍ୟ —ଜମି ପାଇଁ ରାଜାଙ୍କୁ ଦେୟ କରକୁ ରାଜସ୍ୱ ବା ଖଜଣା ବର କର ବୋଲାଯାଏ ଅନ୍ୟ ପଦାର୍ଥର ବ୍ୟବହାର ପାଇଁ ଦେୟ ଶୁଳ୍କକୁ ମାଶୁଲ୍ ବୋଲାଯାଏ]