Jump to content

ମାଶୟ

ଉଇକିଅଭିଧାନ‌ରୁ

ମାଶୟ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - ଓ ଅ—(ସଂସ୍କୃତ - ମହାଶୟ)

[ସମ୍ପାଦନା]

ଗୁରୁ, ମାଷ୍ଟର ଆଦିଙ୍କୁ ସଂବୋଧନ; ହେ ମହାଶୟ! —Oh Sir!

[ଯଥା—ପଣ୍ଡିତ ମାଶୟ, ମାଷ୍ଟର ମାଶୟ]