Jump to content

ମାଷାଦ

ଉଇକିଅଭିଧାନ‌ରୁ

ମାଷାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ—(ମାଷ+ଅଦ୍ ଧାତୁ=ଭକ୍ଷଣ କରିବା+କର୍ତ୍ତୃ ଅ)

[ସମ୍ପାଦନା]

ବ୍ରୀହି ଭକ୍ଷଣକାରୀ —Eating the Phase lua bean.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କଚ୍ଛପ —Tortoise.