Jump to content

ମାଷ୍ଟ୍ର

ଉଇକିଅଭିଧାନ‌ରୁ

ମାଷ୍ଟ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)

ବୈଦେଶିକ - ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (ଇଂରାଜୀ - ମାଷ୍ଟର)

[ସମ୍ପାଦନା]
୧. ଶିକ୍ଷକ — ୧. Teacher.
୨. ଇଂରାଜି ଶିକ୍ଷକ —୨. Teacher of English; English teaacher.

[ଦ୍ରଷ୍ଟବ୍ୟ —ଇଂରାଜି Master ଶବ୍ଦର ପ୍ରକୃତ ଉଚ୍ଚାରଣ ମାଷ୍ଟର, କିନ୍ତୁ ଲୋକେଁ ଓ ବିଶେଷତଃ ଗଞ୍ଜାମୀମାନେ ଏହାକୁ 'ମାଷ୍ଟ୍ର' ରୂପରେ ଉଚ୍ଚାରଣ କରନ୍ତି ଓ ସଂବାଦ— ପତ୍ରାଦିରେ ମଧ୍ୟ ଏହି ଆକାର ଲେଖନ୍ତି]