ମାଷ ତୈଳ
ଆମବାତ ରୋଗ ନିମନ୍ତେ ଆୟୂର୍ବେଦୋକ୍ତ ବିଧିରେ ପ୍ରସ୍ତୁତ ତୈଳବିଶେଷ— (ଏହାର ପ୍ରଧାନ ଉପକରଣ ବିରି) —An oil prepared according to the prescription of Hindu medical books and used in rubbing the limbs affected by acute rehumatism.