Jump to content

ମାଷ ପର୍ଣ୍ଣୀ

ଉଇକିଅଭିଧାନ‌ରୁ

ମାଷ ପର୍ଣ୍ଣୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗୁ. ଆଡ଼ ବାଡ଼; ଅଡ଼ଜବେଳ ମ. ରାଣଉଡ଼ୀଦ ତେଲୁଗୁ - କନନୀରୁ; କାରୁ ମନୁରୁ]

ସଂସ୍କୃତ - ବି—(ମାଷ+ପର୍ଣ୍ଣ+ଇନ୍)

[ସମ୍ପାଦନା]

ଶିମ୍ୱାଦିବର୍ଗର ବନ୍ୟ ଲତା ବିଶେଷ —A wild creeper of species; Grangea Madrasspatna; Teramuns labialis.

[ଦ୍ରଷ୍ଟବ୍ୟ —ଏହାର ପତ୍ର ତ୍ରିପର୍ଣ୍ଣ ଓ ପତ୍ରର ପୃଷ୍ଠଦେଶ ଘନ ଲୋମଶ; ଫୁଲ ଆନୀଳ ରକ୍ତ ଏହା କଫକାରକ ଓ ଧାରକ ଓ ଶୂକ୍ରବର୍ଦ୍ଧକ ନାଶକ ଏହା ମାଷଜାତୀୟ ବନ୍ୟ ଶସ୍ୟ]