ମାଷ ବଟକ
ବିରିବରା —A cake made of Biri paste and fried in ghee or oil.
[ଦ୍ରଷ୍ଟବ୍ୟ —ବିରିକୁ ବାଟି ତା ସଙ୍ଗେ ହେଙ୍ଗୁ ଲୁଣ ଅଦା ମିଶାଇ ଘିଅରେ ବା ତେଲରେ ଭାଜି ଏହା ତିଆରି କରାଯାଏ]